ଶବ୍ଦାର୍ଥ:
କଞ୍ଚା ହିସାବ — ଉଚ୍ଚାରଣ: Kan̄chā hisāba কাঁচাহিসাব कच्चाहिसाव
ଦେ. ବି. —
୧: ଯେଉଁ ହିସାବର ଶେଷ ମୀମାଂସା ହୋଇ ନାହିଁ —୧. Account which has not been finally settled.
୨: ଅସମ୍ପୁର୍ଣ୍ଣ ହିସାବ —୨. Account which has not been finally made up.