ଶବ୍ଦାର୍ଥ:

କଛା ମାରିବା
ଉଚ୍ଚାରଣ: Kachhā māribā
কাছামারা काछमारना

ଦେ. କ୍ରି —

ପିନ୍ଧିବା ବସ୍ତ୍ରର ଗୋଟିଏ କାନିକୁ ନାହି ପାଖରୁ ନେଇ ପୁଡ଼ା ତଳେ ଗଳାଇ ଅଣ୍ଟା ପଛରେ ଖୋସିବା —To tuck one end of the cloth down the private parts backwards.


କଛା ମାରିବା

ଓଡ଼ିଆ ସମ୍ପାଦନା

(ଏହିପରି କାଣିଆକଛା ମାରିବା, ମୁଠି କଛା ମାରିବା, ପାଇକଛା ମାରିବା ଆଦି ହୁଏ)

ଦେଶଜ - କ୍ରିୟାପଦ - ସମ୍ପାଦନା

(ଲୁଗା ପିନ୍ଧିବା ବ୍ୟକ୍ତି) ପିନ୍ଧା ଲୁଗାର ଗୋଟାଏ ମୁଣ୍ଡକୁ ଆଗ ପାଖରୁ ବୁଲାଇ କରି ନେଇ ପଛଆଡ଼େ ଖୋସିବା; (ଲୁଗା ପିନ୍ଧିବା ବ୍ୟକ୍ତି) ଗୋଟିଏ କାନିକୁ ନେଇ ପଛଆଡ଼େ ଖୋସିବା



ଉଚ୍ଚାରଣ ସମ୍ପାଦନା

$1

  • (file)