ଶବ୍ଦାର୍ଥ:

କଇଁଆଁ
ଉଚ୍ଚାରଣ: Kaiñāñ

ଦେ. ବି. (ତା. 'ପୁଲିକାଇ' ଶବ୍ଦରୁ ପୁଲି ଲୋପ ହୋଇ କଇଁଆଁ ହୋଇଅଛି) —

୧: ଅପକ୍ବ ତେନ୍ତୁଳି ଫଳ — ୧. Unripe tamarind fruit.

କଇଆଁ ଫାଟ ମୋ ଗୋଡ଼ ନ ଫାଟ ଶିଶୁଗୀତ

୨: ତିନ୍ତୁଳି (ଦେଖ) —୨. Tintuḻi (See)

୩: ମଇର ଶେଷ ଫଳିର ଦୁଇ ମୁଣ୍ଡରେ ଦିଆୟାଇଥିବା ଖିଲା (ଏହି ଖିଲରେ ଦଉଡ଼ି ବନ୍ଧା ୟାଇ ୟୁଆଳିର ଦୁଇମୁଣ୍ଡରେ ଲଗା ହୁଏ ଓ ବଳଦ ମଇକୁ ଟାଣନ୍ତି) —୩. Wooden pins attached to the cross-bars at the end of a mai or ladder used for levelling a ploughed or puddled field.