ବିଶେଷଣ(ସଂସ୍କୃତ)[୧] ସମ୍ପାଦନା

  • ଉଦ୍+ ଦମ୍‌ଧାତୁ= ଶାନ୍ତିହେବା+ କର୍ତ୍ତୁ. ଅ
  • ଉଦ୍ଦମା- ସ୍ତ୍ରୀଲିଙ୍ଗ
    • ଉଶୃଙ୍ଖଳ; ବନ୍ଧନରହିତ
    • ଉତ୍କଟ
    • ଅଶାସ୍ୟ
    • ସ୍ଵେଚ୍ଛାଚାରୀ ( Free; self-willed; despotic )
    • ଯାହାକୁ କେହି ଅଟକାଇ ରଖିନାହିଁ

ବିଶେଷଣ(ଦେଶଜ) ସମ୍ପାଦନା

  • ଉଦଣ୍ଡ; ଦୁଷ୍ଟ

ବିଶେଷ୍ୟ(ସଂସ୍କୃତ) ସମ୍ପାଦନା

  • ବରୁଣ ( The sea-god )

ଆଧାର ସମ୍ପାଦନା

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୯୭୯