ସଂଘ ତଳ
ସଂଘ ତଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ସଙ୍ ତଳ—ଅନ୍ୟରୂପ)
(ସଂଘତଳା—ସ୍ତ୍ରୀ)
ସଂସ୍କୃତ - ବି—(ବହୁବ୍ରୀହି) ସମ୍ପାଦନା
ଯୁକ୍ତ କରତଳଦ୍ୱୟ; ଆଞ୍ଜୁଳା; ଅଞ୍ଜଳି ବନ୍ଧନ —The two hands with the open palms brought together.
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା
କୃତାଞ୍ଜଳି; ଆଞ୍ଜୁଳି କରିଥିବା (ବ୍ୟକ୍ତି) —(a person) With folded palms.