ସଂଘାଟିକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍ କ୍ଷାଟିକା—ଅନ୍ୟରୂପ)

=== ସଂସ୍କୃତ - ବି—(ସମ୍+ଘଟ ଧାତୁ=ମିଳିତ ହେବା+କର୍ତ୍ତୃଅକ +ଅ)

୧. ଯୋଡ଼ା; ଯୁଗ୍ମ —୧. Pair; couple.
୨. ଘ୍ରାଣ —୨. Seent; smelb.
୩. ଦୂତୀ; କୁଟୁଣୀ —୩. A panderess; a procuress.
୪. ଜଳ କଣ୍ଟକ; ସିଂଘଡ଼ା —୪. Water.