ସଂଘସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(ସମ୍+ଘସ୍ ଧାତୁ=ଖାଇବା+ଭାବ ଅ) ସମ୍ପାଦନା

୧. ଭୋଜନ —୧. Eating; taking meals.
୨. (+କର୍ମଅ) ଭୋଜ୍ୟ ଦ୍ରବ୍ୟ —୨. Meal; eatables.