ସଂଗ୍ରାହୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍ଗ୍ରାହୀ—ଅନ୍ୟରୂପ)

(ସଂଗ୍ରାହଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ସମ୍+ଗ୍ରହ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ) ସମ୍ପାଦନା

ସଂଗ୍ରାହକ (ଦେଖ) - —Saṁgrāhaka (See)

ବିଶେଷ୍ୟ - ସମ୍ପାଦନା

(ବୈଦ୍ୟକ) କଟୂକ ବା ପିତାକୋରୁଆ ଗଛ —Wrighita Anti- <? ?>Dysenterica (plant).

[ଦ୍ରଷ୍ଟବ୍ୟ —ଏହା ସଂଗ୍ରହଣୀ ରୋଗର ପ୍ରଧାନ ଔଷଧ ଥିବାରୁ ଏହାର ଏପରି ନାମ ହୋଇଅଛି]