ସଂଗ୍ରହିତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂଗ୍ରହୀତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ+ଗ୍ରହ ଧାତୁ+କର୍ତ୍ତୃ ତୃ ୧ମା ୧ବ) ସମ୍ପାଦନା

ସଂଗ୍ରହକାରୀ —Collecting; compiling.

ବିଶେଷ୍ୟ - ସମ୍ପାଦନା

ସଂଗ୍ରହକାରୀ ବ୍ୟକ୍ତି —Collector; compiler.