ସଂଗୋପନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ସମ୍+ଗୋପନ) ସମ୍ପାଦନା

୧. ସମ୍ୟକରୂପେ ଲୁଚାଇବା —୧. Careful concealment.
୨. ସମ୍ୟକ୍ ରକ୍ଷଣ —୨. Guarding; protecting.