ସଂଗୁପ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂଙ୍ଗୁପ୍ତ—ଅନ୍ୟରୂପ)

  • (file)

ସଂସ୍କୃତ - ବିଣ—(ସମ୍+ଗୁପ୍ ଧାତୁ=ଲୁଚାଇବା+କର୍ମ. ତ) ସମ୍ପାଦନା

୧. ଲୁକ୍କାୟିତ —୧. Concealed; hidden.
୨. ସୁରକ୍ଷିତ —୨. Well; protected; carefully guarded; watched well.