ସଂଗୀର୍ଣ୍ଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍ଗୀର୍ଣ୍ଣ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ସମ୍+ଗୁ. ଧାତୁ=ପ୍ରତିଜ୍ଞା କରିବା+କର୍ମ. ତ) ସମ୍ପାଦନା

ପ୍ରତିଜ୍ଞାତ; ଅଙ୍ଗୀକୃତ —Promised.