ସଂଗୀତ ଶାସ୍ତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ସଂଗୀତ ବିଷୟକ ଗ୍ରନ୍ଥ; ଯେଉଁ ଶାସ୍ତ୍ରରେ ଗାନ, ବାଦ୍ୟ ଓ ନୃତ୍ୟର ପ୍ରକରଣମାନ ସମ୍ୟକ୍ ରୂପେ ଆଲୋଚିତ ହୋଇଥାଏ —୧. The science of music.
୨. ନୃତ୍ୟ ଗୀତବାଦ୍ୟର ଶାସ୍ତ୍ର —୨. The science dealing with dancing, singing and music.

[ଦ୍ରଷ୍ଟବ୍ୟ —ଏହା ରଚକଙ୍କ ନାମାନୁସାରେ ଚତୁବିର୍ଧ ଯଥା—ସୋମୋଶ୍ୱର, ଭରତ, ହନୁମାନ ଓ କଲ୍ଲିନାଥ ଏମାନଙ୍କର ନାନା ସ୍ଥାନରେ ମତଭେଦ ଘଟିଅଛି ସଂଗୀତ ଶାସ୍ତ୍ର ୬ ଅଧ୍ୟାୟରେ ବିଭକ୍ତ

ଯଥା—୧ ସ୍ୱରାଧ୍ୟାୟ୨ ରାଗଧ୍ୟାୟ ୩ ତାଳାଧ୍ୟାୟ ୪ ନୃତ୍ୟଧ୍ୟାୟ୫ ଭାବାଧ୍ୟାୟ ୬ କୋକାଧ୍ୟାୟ ୭ ହସ୍ତାଧ୍ୟାୟ]