ସଂଗତ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଗୀତ ସଙ୍ଗେ ଗୀତକୁ ମିଳାଇ ତାଳ ଅନୁସାରେ ବାଜା ବଜାଇବା —୧. To keep time with a song by music. (e.g. by beating a drum)
୨. ଏକତ୍ର ବସି ଧର୍ମ ସଂବନ୍ଧରେ ଆଲୋଚନା କରିବା —୨. To discuss religious matters in company.