ସଂଖ୍ୟାପନା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ସଙ୍ଖାପନ (ନା)—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (ସମ୍+ଖ୍ୟା ଧାତୁ ଣିଚ୍, ଖ୍ୟାପି ଧାତୁ+ ଭାବ ଅନ; ସ୍ତ୍ରୀ ଆ) ସମ୍ପାଦନା

୧. ସଂଖ୍ୟା ନିର୍ଦ୍ଧାରଣ — ୧. Ascertainment of the number.
୨. ନିର୍ଦ୍ଧାରଣ; ସ୍ଥିରୀକରଣ —୨. Ascertainment; attestation.