ସଂଖ୍ୟାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂଙ୍ଖ୍ୟାନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+ଖ୍ୟା ଧାତୁ+ଭାବ ଅନ) ସମ୍ପାଦନା

୧. ଗଣନା; ଗଣତି କରିବା —୧. Counting.
୨. ସଂଖ୍ୟା —୨. Number.