ସଂଖ୍ୟକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଣ—(ସଂଖ୍ୟା ଶବ୍ଦ ବହୁବ୍ରୀହି ସମାସରେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ 'କ' ଯୁକ୍ତ ହେଲେ ସଂଖ୍ୟ ଆକାର ଧାରଣ କରେ, ଯଥା—ବହୁ ସଂଖ୍ୟକ ଅଳ୍ପ ସଂଖ୍ୟକ) ସମ୍ପାଦନା

୧. ସଂଖ୍ୟାଯୁକ୍ତ —୧. Numbered; numbering.
୨. ଗଣିତ; ଗଣା ଯାଇଥିବା —୨. Counted; numbered.
୩. ଗଣନୀୟ —Countable; which can be counted.