ସଂକ୍ଷିପ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ସଙ୍କ୍ଷିପ୍ତ—ଅନ୍ୟରୂପ]

(ସଂକ୍ଷିପ୍ତା—ସ୍ତ୍ରୀ) 

(ସଂକ୍ଷେପ—ବି)

  • (file)
  • (file)
  • (file)

ସଂସ୍କୃତ - ବିଶେଷଣ - (ସମ୍=ଏକତ୍ର+କ୍ଷିପ ଧାତୁ=କ୍ଷେପଣ କରିବା+କର୍ମ. ତ) ସମ୍ପାଦନା

୧. ଇତସ୍ତତଃ ବିକ୍ଷିପ୍ତ; ନିକ୍ଷିପ୍ତ —୧. Thrown about; scattered.
୨. ସଂକୁଚିତ —୨. Contracted.
୩. ଅଳ୍ପୀକୃତ —୩. Concise; condensed; abridged; compressed.
୪. ସଂଚିତ —୪. Gathered; stored up.
୫. ସଂକଳିତ; ଏକତ୍ରୀକୃତ —୫. Accumulated;compiled.
୬. ପରିତ୍ୟକ୍ତ —୬. Abandoned; relinquished; deserted.
୭. ଗୃହୀତ — ୭. Received; obtained.
୮. ଅଟକ କରାଯାଇ— ଥିବା; ବାଧାପ୍ରାପ୍ତ —୮. Obstructed; hindered.