ସଂକ୍ରାନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂକ୍ରାନ୍ତା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ସମ+କ୍ରମ୍ ଧାତୁ+କର୍ତ୍ତୃ ତ) ସମ୍ପାଦନା

୧. ସଂବନ୍ଧୀୟ; ସଂପର୍କୀୟ—(ଯଥା—ରାଜ୍ୟ— ସଂକ୍ରାନ୍ତ ବିଷୟ, ଧନସଂକ୍ରାନ୍ତି ବିବାଦ, ଯୁଦ୍ଧସଂକ୍ରାନ୍ତ ସବାଦ) —୧. Relating to; apper taining to; concerning (any matter).
୨. ସଂକ୍ରାନ୍ତିଯୁକ୍ତ (ମାସ) —୨. (month) Having a saṁkrānti related to it.

[ଦ୍ରଷ୍ଟବ୍ୟ —ବର୍ଷର ଅନ୍ୟ ସମସ୍ତ ସୌରମାସ ସଂକ୍ରାନ୍ତ ଅଟେ କିନ୍ତୁ ଅଧିମାସ ବା ମଳମାସ ସଂଙ୍କ୍ରାନ୍ତ ନୁହେ ଅର୍ଥାତ୍ 'ଅଧିମାସ'ରେ ସଂଙ୍କ୍ରାନ୍ତି ନ ଥାଏ]

୩. ପ୍ରାପ୍ତ — ୩. Attained; received.
୪. (ହିନ୍ଦୁସ୍ମୃତି) କ୍ରମାଗତ (ଧନାଦି); କୌଣସି ବ୍ୟକ୍ତି ଜରିଆରେ ପ୍ରାପ୍ତ ହୋଇଥିବା —୪. (Hindu law) (Property) Coming through some person; received through; inherited through.



ସଂକ୍ରାନ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ସମ୍ପାଦନା

ସଂକ୍ରାନ୍ତ (ଦେଖ) - Saṁkrānta (See)