ସଂକ୍ରାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର) କ୍ରି—(ସଂସ୍କୃତ - ସଂକୁଚନ) ସମ୍ପାଦନା

ସଂକୁଚନ କରିବା; ଜାକିବା —To contract.

[ଯଥା—ଧୂତି ସଂକ୍ରାଇ ପାଏନେ ପଶ୍=ଅର୍ଥାତ୍ ଲୁଗାକୁ ଜାକି ପାଣିରେ ପଶ]