ସଂକ୍ରମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂକ୍ରମ—ଅନ୍ୟରୂପ)

[ସଂକ୍ରାମକ, ସଂକ୍ରାନ୍ତି, ସଂକ୍ର(କ୍ରା)ମିତ—ବିଣ]

ସଂସ୍କୃତ - ବିଶେଷ୍ୟ - (ସମ୍+କ୍ରମ ଧାତୁ=ଗମନ କରିବା+ଭାବ ଅ) ସମ୍ପାଦନା

୧. ସଂଚାର; ଗମନ —୧. Act of going; walking.
୨. ପର୍ଯ୍ୟଟନ —୨. Travelling.
୩. ଗତି —୩. Motion; movement.
୪. ଏକ ସ୍ଥାନରୁ ସ୍ଥାନାନ୍ତରକୁ ଗମନ —୪. Act of moving from one place to another.
୫. (ଜ୍ୟୋତିଷ) ଗ୍ରହମାନଙ୍କର ଏକ ରାଶିରୁ ଅନ୍ୟ ରାଶିକୁ ଗତି —୫. (Astrology) The passing of a planet from one zodiacal sign to another.
୬. (ଜ୍ୟୋତିଷ) ରବି ସଂକ୍ରମଣ; ସଂକ୍ରାନ୍ତି; ସୂର୍ଯ୍ୟଙ୍କର
ରାଶ୍ୟନ୍ତର ପ୍ରବେଶ —୬. (Astrology) The passage of the sun from one sign to another.

୭. ପ୍ରତିହିତ ଗତି; ବାଧାପ୍ରାପ୍ତ ଗତି —୭. Obstructed motion.
୮. ଅତିକ୍ରମ; ବାଟଦେଇ ଯିବା —୮. passing by.
୯. ପାରିହେବା; ଉପର ଦେଇ ଯିବା —୯. Crossing over.
୧. ସମ— ସାମୟିକତା; ଏକ ସମୟରେ ଦୁଇଟି ଘଟନା ଘଟିବା — ୧୦. Concurrence; the state of being contemporaneous.
୧୧. ପ୍ରାପ୍ତି —୧୧. Receipt; gain acquisition.
୧୨. (+ କରଣ ଅ) ଦୂର୍ଗ— ସଂଚର; ପ୍ରବେଶ କରିବାର ପୋଲ —୧୨. A bridge leading to a fort.
୧୩. ସଙ୍ଖ; ସେତୁ; ପୋଲ — ୧୩. Bridge.
୧୪. ସୋପାନ —୧୪. Steps.
୧୫. (+ଭାବ ଅ) (ରୋଗର) ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ଆକ୍ରମଣ କରିବା —୧୫. Infection of desease (from one person to another)
୧୬. କାର୍ଯ୍ୟ— ସାଧନର ଉପାୟ —୧୬. Resources; means adopted to attain some end.
୧୭. ପ୍ରତିବିମ୍ୱନ; ପ୍ରତିବିମ୍ୱପାତ —୧୭. Sate of being reflected; (on water or glass etc.)