ସଂକୋଚ ବୋଧ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. କୌଣସି କାର୍ଯ୍ୟ କରିବାକୁ କୁଣ୍ଠା ବୋଧ କରିବା —୧. To feel hesitation for doing some thing.
୨. ଲଜ୍ଜା ବୋଧ କରିବା; ଲାଜଲାଜ ହେବା —୨. To feel shy.