ସଂକୋଚ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (କୌଣସି କାର୍ଯ୍ୟ କରିବାକୁ) କୁଣ୍ଠିତ ବା ପଶ୍ଚାତ୍ପଦ ହେବା — ୧. To hesitate (to do anything).

d୨: (କୌଣସି କାର୍ଯ୍ୟ କରିବାକୁ) ଲାଜ କରିବା —୨. To feel shy (of a matter).