ସଂକୋଚ୍ୟତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବିଜ୍ଞାନ ପରିଭାଷା) ସମ୍ପାଦନା

ଜଡ଼ ପଦାର୍ଥର ଗୁଣବିଶେଷ; ଯେଉଁ ଗୁଣ ଥିବାରୁ କେତେକ ଜଡ଼ ପଦାର୍ଥକୁ ଚିପିଦେଲେ ତାହା ଛୋଟ ହୋଇଯାଏ —(Physics) Compressibility of some solid things.