ସଂକୋଚ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂକୋଚ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ସମ୍+କୁଚ୍ ଧାତୁ+କର୍ମ ଯ) ସମ୍ପାଦନା

ସଂକୋଚନ କରିବାର ଯୋଗ୍ୟ; ଯାହାକୁ ଚିପିକରି ଛୋଟ କରାଯାଇପାରେ; ସଂକୁଚିତ ହେବାର ଯୋଗ୍ୟ — Fit to be compressed; compressible; capable of being contracted.