ସଂକୋଚୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂକୋଚିନୀ—ସ୍ତ୍ରୀ, ପ୍ରସାର—ବିପରୀତ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂକୋଚ+ଇନ୍; ୧ମା. ୧ବ) ସମ୍ପାଦନା

୧. ସଂକୋଚ ଯୁକ୍ତ; ସଂକୁଚିତ —୧. Contracted.
୨. ଜଡ଼ୀଭୂତ; କୁଣ୍ଠିତ —୨. Hesitating.
୩. ଲାଜକୁଳା —୩. Shy; modest.