ସଂକୋଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍କୋଚ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ସମ୍+କୁଚ ଧାତୁ=କୁଞ୍ଚିଚ ହେବା+ ଭାବ. ଅ) ସମ୍ପାଦନା

୧. ବିସ୍ତୃତି ପଦାର୍ଥର କ୍ଷୀଣଭାବ ବା ବହୁର ଅଳ୍ପୀଭାବ —୧. Contraction.
୨. ସଂକ୍ଷେପ —୨. Abridgement.
୩. କୁଣ୍ଠା; କୌଣସି କାର୍ଯ୍ୟ କରିବାକୁ କୁଣ୍ଠିତ ବା ପଶ୍ଚାତ୍ପଦ ହେବାର ମାନସିକ ଅବସ୍ଥା; ଜଡ଼ୀଭାବ —୩. Hesitation
୪. ଲଜ୍ଜାଶୀଳତା; ଲଜ୍ଜା —୪. Shyness; modesty; sensitiveness.
୫. ବଡ଼ ପଦାର୍ଥ ଗୁଡ଼େଇ ଗାଡ଼େଇ ହୋଇ କିମ୍ୱା କୁଞ୍ଚିତ ହୋଇ ଛୋଟ ଆକାର ଧାରଣ କରିବା ଅବସ୍ଥା —୫. Becoming crisp or wrinkled; shrivelling; wrinkling.
୬. ବହୁ ବାକ୍ୟଯୁକ୍ତ ପଦକୁ ଅଳ୍ପ ପଦରେ ପ୍ରକାଶ କରିବା — ୬. Expressing a big sentence by a smaller one; expressing much in a smaller compass.
୭. ଅପ୍ରସ୍ଫୁଟନ; ମୁଦ୍ରଣ; ମୁଦି ହୋଇଯିବା ବା ବୁଜି ହୋଇଯିବା —୭. Closing up; the state of not being expanded or blown.
୮. ବନ୍ଧନ —୮. Binding.
୯. (ବୈଦ୍ୟକ) କୁଙ୍କୁମ; ଜାଫ୍ରାନ —୯. Saffron.
୧. ମତ୍ସ୍ୟ ବିଶେଷ; ଶାଙ୍କୁଚ ମାଛ —୧୦ Ray fish;
(Raja Sankar).

୧୧. ରୋଧ —୧୧. Obstruction; prevention.

(ପ୍ରସାର—ବିପରୀତ)

ଦେଶଜ - ବିଶେଷଣ - ସମ୍ପାଦନା

୧. ସଂଙ୍କୁଚିତ — ୧. Contracted.
୨. ମୁଦ୍ରିତ —୨. Closed.

[ଉ—ସେ କାଳ ଆଗମନ ଦେଖି, ସଙ୍କୋଚ କଲେ ବେନି ଆଖି—ଜଗନ୍ନାଥ. ଭାଗବତ]

(ସଂକୁଚିତ, ସଂକୋଚ୍ୟ. ସଂକୋଟଚକ—ବିଣ)