ସଂକୁଚିତ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଂକୁଚିତ) ସମ୍ପାଦନା

୧. ଡ଼ାକିବା —୧. To contract.
୨. କ୍ଷୁଦ୍ରତର କରିବା — ୨. To shorten

[ଉ—ସିନ୍ଧୁଗର୍ଭେ ପ୍ରବେଶିଲେ ସଂକୋଚି ସ୍ୱବପୁ—ରାଧାନାଥ. ମହାଯାତ୍ରା]