ସଂକୀର୍ତ୍ତନ ଆଖେଡ଼ା

ସଂକୀର୍ତ୍ତନ ଆଖେଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

=== ଦେଶଜ - ବି:

୧. ସଂକୀର୍ତ୍ତନ ଶିକ୍ଷା କରିବାର ଗୃହ —୧. A room where Saṁkīrttana is taught.

[ଦ୍ରଷ୍ଟବ୍ୟ — ଉତ୍କଳରେ ପ୍ରାୟ ପ୍ରତ୍ୟେକ ଗ୍ରାମରେ (ଶାସନୀ ବ୍ରାହ୍ମଣ—ପ୍ରଧାନ ଗ୍ରାମ ବ୍ୟତୀତ) ସଂକୀର୍ତ୍ତନ ଆଖଡ଼ା ପାଇଁ ଗୋଟିଏ ସ୍ୱତନ୍ତ୍ର ଗୃହ ଥାଏ ଯେଉଁ ଗ୍ରାମରେ 'ଭାଗବତ—ଟୁଙ୍ଗୀ' ଥାଏ, ସେହି ଟୁଙ୍ଗୀ ମଧ୍ୟ 'ସଙ୍କୀର୍ତ୍ତନ ଆଖଡ଼ା' ରୂପେ ବ୍ୟବହୃତ ହୁଏ ଏହି ଆଖଡ଼ା ଘର ଗ୍ରାମବାସୀଙ୍କର ସାଧାରଣ ଗୃହ ଓ ଏଥିରେ ଗ୍ରାମବାସୀମାନେ ପ୍ରତିଦିନ ସନ୍ଧ୍ୟା ସମୟରେ ଏକତ୍ର ହୋଇ ସଂକୀର୍ତ୍ତନ ଅଭ୍ୟାସ କରନ୍ତି ଏବଂ ଏହି ଘରେ ଗ୍ରାମବାସୀମାନଙ୍କର ଖୋଳ କରତାଳମାନ ରଖାଯାଏ ଗ୍ରାମବାସୀମାନେ ସଂକୀର୍ତ୍ତନ ଶିଖିବା ପାଇଁ ଚାନ୍ଦା ଉଠାଇ 'ଗୁରୁ' ରଖନ୍ତି ]

୨. ସଂକୀର୍ତ୍ତନକାରୀ ଦଳ — ୨. A company of Saṁkīrttana chanters.