ସଂକୀର୍ଣ୍ଣ ମୁଖ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଂକୀର୍ଣ୍ଣମୁଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା) ସମ୍ପାଦନା

୧. ସରୁ ମୁହଁ —୧. Narrow mouth.
୨. ସଂକୁଚିତ ମୁହଁ; କୁମ୍ପି ମୁହଁ —୨. Contracted mouth.

ସଂସ୍କୃତ - ବିଶେଷଣ - ସମ୍ପାଦନା

(ବହୁବ୍ରୀହି) ===

୧. ସରୁ ମୁହାଁ; କୁମ୍ପି ମୁହାଁ —୧. narrow-mouthed.
୨. ଅପ୍ରଶସ୍ତ ଦ୍ୱାର ବିଶିଷ୍ଟ — ୨. Having a narrow outlet.