ସଂକୀର୍ଣ୍ଣାୟତନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା) ସମ୍ପାଦନା

କ୍ଷୁଦ୍ର ସ୍ଥାନ —୧. Small space or area.

ସଂସ୍କୃତ - ବିଶେଷଣ - (ବହୁବ୍ରୀହି) ସମ୍ପାଦନା

୧. ଅପ୍ରଶସ୍ତ ଆକାର ବିଶିଷ୍ଟ —୧. Of small or limited area.
୨. ସଂକୁଚିତ — ୨. Contracted.
୩. ଅପ୍ରଶସ୍ତ —୩. Narrow.