ସଂକୀର୍ଣ୍ଣାବସ୍ଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (କର୍ମଧା) ସମ୍ପାଦନା

୧. ହୀନଦଶା —୧. Low or mean condition.
୨. ସଂକୁଚିତ ଅବସ୍ଥା —୨. Contracted state.
୩. ଅପରିସର ଅବସ୍ଥା —୩. Narrow state.