ସଂକିଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

=== ସଂସ୍କୃତ - ବିଶେଷ୍ୟ - (ସମ୍+କିଳ୍ ଧାତୁ=ଶୁକ୍ଳବର୍ଣ୍ଣ ହେବା+କର୍ତ୍ତୃ. ଅ)

୧. ଦହନୋଳ୍କା; ଅଗ୍ନିପିଣ୍ଡ —୧. Fire-ball.
୨. ମସାଲ —୨. Torch.
୩. ଜ୍ୱଳନ୍ତ ଅଗ୍ନି — ୩. Burning fire; flame.