ସଂକାଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍କାଶ—ଅନ୍ୟରୂପ)

(ସଂକାଶା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ -(ସମ୍+କାଶ ଧାତୁ=ଦୀପ୍ତି ପାଇବା+ କର୍ତୃ. ଅ)

୧. (ଶଦ୍ଦର ପରବର୍ତ୍ତୀ ହେଲେ) ତୁଲ୍ୟ; ସଦୃଶ (ଯଥା—ପ୍ରଳୟସଂକାଶ, କୁନ୍ଦେନ୍ଦୁସଂକାଶ) —୧. Equal to; similar to.
୨. ସମାନ ବର୍ଣ୍ଣ ବାର କାନ୍ତି ବିଶିଷ୍ଟ —୨. Of a like colour or lustre; resemblin.

[ଉ—ସେହି ପ୍ରଳୟସଂକାଶ ଭୟଙ୍କର ଦିବସରେ ଯେଉଁ ସବୁ ଘଟନାମାନ ଘଟିଥିଲା, ମଧୂସୂଦନ, ଲିସବନଭୂମିକମ୍ପ ]

୩. ସମୀପବର୍ତ୍ତୀ; ନିକଟବର୍ତ୍ତୀ —୩. Near; adjacent.



  • (file)