ସଂକଳ୍ପ ରମଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ) ସମ୍ପାଦନା

ମନୋରଥ ନାୟିକା; ମାନସୀ ନାୟିକା —The lover (lady) the picture of whom is in one's desire or imagination.

[ଉ—ସଂକଳ୍ପ ରମଣୀସଙ୍ଗେ ଗଳ୍ପୋଲ୍ଲାସେ ବାହିଲେ ନୃମଣି ରଥ ରାଧାନାଥ. ଉର୍ବଶୀ ]