ସଂକଳ୍ପିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ସମ୍+କୃପ୍ ଧାତୁ+କର୍ମ. ତ) ସମ୍ପାଦନା

୧. ଅଭିଲଷିତ; ବାଞ୍ଛିତ —୧. Wished-for; desired.
୨. କର୍ତ୍ତବ୍ୟରୂପେ ସ୍ଥିରୀକୃତ —୨. Resolved to be done as a duty.
୩. ଯାହା (ବତାଦି) ସଂକଳ୍ପବାକ୍ୟଦ୍ୱାରା ଆରବ୍ଧ ହୋଇଅଛି —୩. (Rite) Formally avowed.
୪. ଚିନ୍ତିତ — ୪. Thought of.
୫. ଖ୍ୟାତ —୫. Famed.