ସଂକରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ସଂକର+ଈ) ସମ୍ପାଦନା

ନବଦୂଷିତା କନ୍ୟା; ଯେଉଁ କନ୍ୟା ଅଳ୍ପ ଦିନ ହେଲା ଭଷ୍ଟା ହୋଇଅଛି — A newly spoilt girl; a recently deflowered girl.