ସଂକରା କଦଳୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଏକ ପ୍ରକାର ନିକୃଷ୍ଟ କଦଳୀ (ଦ୍ର—ଏହା କାଠିଆ କଦଳୀ ଜାତୀୟ ଏବଂ ତାହାଠାରୁ ଆକାରରେ ଛୋଟ ଓ ଖୋଇବାକୁ ଅସ୍ୱାଦୁ ଏହାକୁ ବନ୍ୟ କଦଳୀ ବୋଲା ଯାଇପାରେ) —A species of inferior wild plantain.