ସଂକରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ସଙ୍କରା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଂକର=ନୀଚଜାତୀୟ) ସମ୍ପାଦନା

ଏକ ପ୍ରକାର ବଣୁଆ କଦଳୀ; ସଙ୍କାର କଦଳୀ —A sort of inferior plantain or banana.

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

୧. (ଗାଳି) ବର୍ଣ୍ଣସଂକର —୧. (a term of abuse) A person of mixed caste
୨. ସଂକର୍ଷଣର ଅନାଦରାର୍ଥକ ଡାକନାମ —୨. Name for calling 'Samkarshaṇa in disregard.