ସଂକଥନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସଙ୍କଥନ, ସଂକଥା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+କଥ୍ଧାତୁ+ଭାବ ଅନ) ସମ୍ପାଦନା

୧. କଥୋପ— କଥନ —୧. Conversation.
୨. ବାକ୍ୟାଳାପ —୨. Dialogue.