ସଂକଟ ତାରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ସ୍ତ୍ରୀ—ସଂକଟତାରିଣୀ) 

ସଂସ୍କୃତ - ବିଶେଷ୍ୟ - (୫ମୀ ତତ୍) ସମ୍ପାଦନା

ବିପଦରୁ ଉଦ୍ଧାର କରିବା —Delivering a person from danger.

ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ସଂକଟରୁ ଉଦ୍ଧାରକର୍ତ୍ତା —Delivering a person from danger; deliverer from danger.