ସଂକଟାକ୍ଷ
ସଂକଟାକ୍ଷ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ସଙ୍କଟାକ୍ଷ—ଅନ୍ୟରୂପ)
ସଂସ୍କୃତ - ବି; (ସମ୍+କଟାକ୍ଷ) ସମ୍ପାଦନା
- ୧. ତୀବ୍ର କଟାକ୍ଷ — ୧. A very frowning look.
- ୨. ଧବଳ ବୃକ୍ଷ; ଅର୍ଜ୍ଜୁନ ବୃକ୍ଷ —୨. Name of a tree; Terminalia Arjuna.
ବିଶେଷଣ - ସମ୍ପାଦନା
କଟାକ୍ଷ— ସହିତ; କଟାକ୍ଷ ଯୁକ୍ତ (ଦୁଷ୍ଟି) —Ogling (look); accompanied with side glances.