ସଂକଟାଈ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ସଂକଟା) ସମ୍ପାଦନା

୧. ଗ୍ରାମଦେବତା ବିଶେଷ — ୧. Name of a popular Goddess.

(ଦ୍ର—ସନ୍ତାନ କାମନାରେ ସ୍ତ୍ରୀମାନେ ଏ ଦେବୀଙ୍କୁ ଭୋଗ ମାନସ କରି 'ସଂକଟେଈ ମୁଦି' ପିନ୍ଧିନ୍ତି)

୨. ସଂକଟା (ଦେଖ) - —୨. Saṁkaṭa (See)
୩. ସଂକଟେଇ ମୃଦି (ଦେଖ) - — ୩. Saṁkaṭei mudi (See)