ସଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ସଁଅଁ, ସଁଅଁ ସଅଁ, ସସଁ—ଅନ୍ୟରୂପ)

ଦେଶଜ - ଅ (ଧ୍ୱନ୍ୟନୁକରଣ) ସମ୍ପାଦନା

୧. କଠିନ ପରିଶ୍ରମଜନିତ ଘନଘନ ବା ଖର ନିଶ୍ୱାସ ନେବାର ଓ ଛାଡ଼ିବାର ଶବ୍ଦ; ଧଁସଁ — ୧. Sound of hard repeated gaspings due to hard labour or exertion.
୨. ଶରଦି ବା ଶ୍ୱାସ ଯୋଗୁଁ ନାକବାଟେ ଶୁଣାଯିବା ଶବ୍ଦ —୨. Sound of repeated nasal breathing of a person suffering from cold or catarrh.
୩. କ୍ରନ୍ଦନଯୁକ୍ତ ଦୀର୍ଘନିଶ୍ୱାସର ଶବ୍ଦ —୩. Sound of sighs accompanied with crying.

[ଦ୍ରଷ୍ଟବ୍ୟ —ସାଇଁ ସାଇଁ, ସୁଁ ସୁଁ, ସେଁ ସେଁ ଇତ୍ୟାଦି ଧ୍ୱନି ଏହି ସଁ ସଁ ଶବ୍ଦରୁ ଉତ୍ପନ୍ନ ଓ ଏହା ସଙ୍ଗେ ଅଳ୍ପାଧିକ ମାତ୍ରାରେ ପ୍ରାୟ ସମାନ

ସାଇଁ ସାଇଁ—ସଁ ସଁ ଠାରୁ ତୀକ୍ଷ୍ଣତର ଓ ଉଚ୍ଚତର ଶବ୍ଦ; ସୁଁ ସୁଁ—ସଁ ସଁଠାରୁ କ୍ଷୁଦ୍ରତର ଶବ୍ଦ ସେଁ ସେଁ—ସଁ ସଁ ଅପେକ୍ଷା ବହୁକାଳ ସ୍ଥାୟୀ ସ୍ୱର]