ଷୋ଼ଡ଼ଶାଙ୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି) ସମ୍ପାଦନା

୧୬.ଟି ସୁଗନ୍ଧ ଦ୍ରବ୍ୟ ମିଶ୍ରିତ ଧୁପ — Fumigating mixture or incense consisting of ୧୬ scented ingredients.

[ଦ୍ରଷ୍ଟବ୍ୟ —ଏହା ଦେବପୂଜା ଓ ଶ୍ରାଦ୍ଧାଦିରେ ବ୍ୟବହୃତ ହୁଏ ଏଥିର ଉପାଦାନ ଯଥା—ଗୁଗ୍ଗୁଳ, ସରଳ (ଏକପ୍ରକାର ଦେବଦାର କାଠ), ଦାରୁ (ଦେବଦାରୁ କାଠ), ପତ୍ର (ତେଜପତ୍ର), ମଳୟ ସମ୍ଭବ (ଶ୍ୱେତ କନ୍ଦନ କାଠ), ହ୍ରୀବେର (କୁରୁବେଲି), ଅଗୁରୁ (ଅଗୁରୁ ଚନ୍ଦନ), କୁଷ୍ଠ (କୁଢ଼), ଗୁଡ, ସଜରସ (ଝୁଣା), ଘନ, (ମୁଥା, ମତାନ୍ତରରେ କର୍ପୁର), ହରୀତକୀ—(ହରିଡ଼ା), ନଖୀ—(ସୁଗନ୍ଧ ଦ୍ରବ୍ୟ ବିଶେଷ), ଲାକ୍ଷା—(ଲାଣ ବା ଜଉ), ଜଟାମାଂସୀ, ଶୈଳଜ—(ଶୈଳେୟ); ଏଥିରେ ଘିଅ ମିଶାଇ ଧୂପ ଦେବ—ବିଶ୍ୱକୋଷ]