ଷୋଳ ବରସିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଷୋଳବର(ୟ)ସୀ—ସ୍ତ୍ରୀ] 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ଷୋଡ଼ଶବର୍ଷୀୟ — ୧. Aged ୧୬ years.
୨. ପୂର୍ଣ୍ଣ ଯୁବା (ଆମ ଦେଶରେ) — Youthful; in the prime of youth.

(ଉ—ତାହାଙ୍କର ବାବୁ ବୁଢ଼ା ହୋଇଲାଠାରେ, ଷୋଳ ବରଷିଆ ସେ ଅଟନ୍ତି ଯୁଦ୍ଧରେ—କୃଷ୍ଣସିଂହ ମହାଭାରତ ଉଦ୍ଯୋଗ)