ଷୋଳ ପାଲା ଯାଚିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

[ଷୋଳ ପାଲା(ପୂଜା)ମନାସିବା—ଅନ୍ୟରୂପ]

ଦେଶଜ - କ୍ରିୟାପଦ - ସମ୍ପାଦନା

ପୁତ୍ରଲାଭାଦି କାମନାର ସିଦ୍ଧି ହେଲେ ୧୬:ଟି ସତ୍ୟନାରାୟଣ ପୂଜା କରିବାକୁ ମନାସିବା — To vow to perform ୧୬ offerings to Satyapīr on the fulfilment of one's particular wish.