ଷୋଳ ଡ଼ମ୍ୱୁରୁ

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ମେରୁଦଣ୍ଡ ମଧ୍ୟରେ ସୁଷୁମ୍ଣା ନାଡ଼ିରେ ଥିବା ୧୬:ଟି ଗଣ୍ଠି —Sixteen knots supposed

to exit in the Sushumṇā vein running inside the backbone.

ଅନୁବାଦ

ସମ୍ପାଦନା

[ଉ—ଷୋଳ ଡମ୍ୱୁରୁକୁ ସଳଖି ନିଶ୍ଚଳେ ବେନି ଡୋଳା ରଖି—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ]