ଷୋଳପଣିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଷୋଳପଣସମ୍ୱନ୍ଧୀୟ —Relating to the full amount.

ଦେଶଜ - ବିଶେଷ୍ୟ - ସମ୍ପାଦନା

କୌଣସି ସମ୍ପତ୍ତିର ବା ବିଷୟର ପୂର୍ଣ୍ଣ ଅଧିକାରପ୍ରାପ୍ତ ବ୍ୟକ୍ତି —A full proprietor of a property.

(ଯଥା—ଏ ମାହାଲର ମୁଁ ଷୋଳପଣିଆ ଜମିଦାର ଅଟେ)