ଷୋଳପଣିଆ
ଷୋଳପଣିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଷୋଳପଣିଆ
|
ଦେଶଜ - ବିଶେଷଣ -
ସମ୍ପାଦନାଷୋଳପଣସମ୍ୱନ୍ଧୀୟ —Relating to the full amount.
ଦେଶଜ - ବିଶେଷ୍ୟ -
ସମ୍ପାଦନାକୌଣସି ସମ୍ପତ୍ତିର ବା ବିଷୟର ପୂର୍ଣ୍ଣ ଅଧିକାରପ୍ରାପ୍ତ ବ୍ୟକ୍ତି —A full proprietor of a property.
(ଯଥା—ଏ ମାହାଲର ମୁଁ ଷୋଳପଣିଆ ଜମିଦାର ଅଟେ)